File:ShreeRam Mandir Fategarh 20.jpg

From Wikimedia Commons, the free media repository
Jump to navigation Jump to search

Original file(3,264 × 2,448 pixels, file size: 2.22 MB, MIME type: image/jpeg)

Captions

Captions

Add a one-line explanation of what this file represents

Summary

[edit]
Description
English: The Ram temple in Odisha's Fatehgarh village in Nayagarh district is located atop a hill and surrounded by lush greenery. Work to build the temple started in 2017, with more than 150 workers involved in the process.

The idea of the Ram Temple in the district has historical significance. Lord Govardhan has been worshipped on this mountain for decades. Moreover, in 1912, during the Navakalebar of Lord Jagannath, Lord Sudharshan's tree was collected from Fatehgarh. To commemorate this, the villagers took an initiative and formed a committee - Shri Ram Seva Parishad.

The construction of the temple began in 2017. It is located 1,800 feet above the sea level in Fategarh, while the height of the temple is 165 feet.
ଓଡ଼ିଆ: ଦ୍ୱିତୀୟ ଅଯୋଧ୍ୟା ପାଲଟିଥିବା ଏହି ମନ୍ଦିର ପ୍ରତିଷ୍ଠା ସମାରୋହରେ ହଜାର ହଜାର ରାମ ଭକ୍ତଙ୍କ ସମାଗମ ହୋଇଥିଲା । ଜାନୁଆରୀ ୧୭ ତାରିଖରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରେଖ, ଭଦ୍ର, ମୋହନ ଢାଞ୍ଚାରେ ବଉଳମାଳା ପଥରରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ୬୫ ଫୁଟ । ଏହି ମନ୍ଦିରକୁ ଦେଖିବାକୁ ହଜାର ଭକ୍ତଙ୍କ ଭିଡ଼ ଲାଗିଛି ।

ହୋମଯଜ୍ଞ ଓ ମନ୍ତ୍ର ଧ୍ୱନୀ ଭିତରେ ଆଜି ଫତେଗଡ଼ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖି କୃତ୍ୟକୃତ ହେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ହେଲେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବାକୁ କଥା ଦେଇ ଅସିଲେନି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ। ସେଇଠି ତିଆରି ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର। ଫତେଗଡ଼ ଗାଁ ଲୋକ ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ଏହି ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।
Date
Source Own work
Author DashNistha
Camera location20° 17′ 28.4″ N, 85° 19′ 29.79″ E Kartographer map based on OpenStreetMap.View this and other nearby images on: OpenStreetMapinfo

Newly constructed Ram temple inaugurated on 22 January 2024

Licensing

[edit]
I, the copyright holder of this work, hereby publish it under the following license:
Creative Commons CC-Zero This file is made available under the Creative Commons CC0 1.0 Universal Public Domain Dedication.
The person who associated a work with this deed has dedicated the work to the public domain by waiving all of their rights to the work worldwide under copyright law, including all related and neighboring rights, to the extent allowed by law. You can copy, modify, distribute and perform the work, even for commercial purposes, all without asking permission.

File history

Click on a date/time to view the file as it appeared at that time.

Date/TimeThumbnailDimensionsUserComment
current14:49, 23 January 2024Thumbnail for version as of 14:49, 23 January 20243,264 × 2,448 (2.22 MB)DashNistha (talk | contribs)Uploaded own work with UploadWizard

There are no pages that use this file.

Metadata