File:Shikra (ବାଜ ପକ୍ଷୀ) 002.jpg
Original file (1,232 × 816 pixels, file size: 165 KB, MIME type: image/jpeg)
Captions
Summary
[edit]DescriptionShikra (ବାଜ ପକ୍ଷୀ) 002.jpg |
ଓଡ଼ିଆ: ଏହା ଏକ ସାନ ଶିକାରୀ ପକ୍ଷୀ ଏସିଆ ଏବଂ ଆଫ୍ରିକା ମହାଦ୍ବୀପରେ ପ୍ରାୟତଃ ପ୍ରତ୍ୟେକ ଅଞ୍ଚଳରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳେ ଏହି ଜାତୀୟ ପକ୍ଷୀ ସାଧାରଣତଃ ଅନ୍ୟ ଶିକାରୀ ପକ୍ଷୀ ଯଥା ଚିଲ ପରି ଦେଖାଯାଉଥିବା ବେଳେ ଏହା ଆକାରରେ ବହୁତ ଛୋଟ ଅଟେ
୨୬ରୁ ୩୦ ସେଣ୍ଟିମିଟର ଲମ୍ବା ଏହି ପକ୍ଷୀର ଡେଣା ଛୋଟ ଏବଂ ବକ୍ରାକାର ଅଟେ ଏହାର ଲାଞ୍ଜ ଶରୀର ତୁଳନାରେ ଅପେକ୍ଷାକୃତଭାବେ ଲମ୍ବା ଅଟେ ସଂପୂର୍ଣ୍ଣ ବୟସ୍କ ପକ୍ଷୀମାନଙ୍କ ପେଟ ଧଳା ଦେଖାଯାଏ ଏବଂ ପିଠି ଭାଗ ପାଉଁଶିଆ ରଙ୍ଗ ଦେଖାଯାଏ ପୁରୁଷ ପକ୍ଷୀମାନେ ହାଲକା ପାଉଁଶିଆ ରଙ୍ଗର ହେଉଥିବା ବେଳେ ମାଇ ପକ୍ଷୀମାନେ ବାଦାମୀ ରଙ୍ଗର ଦେଖାଯାଆନ୍ତି ଏହି ପ୍ରଜାତିର ମାଇପକ୍ଷୀ ପୁରୁଷ ପକ୍ଷୀଠାରୁ ଆକାରରେ ବଡ଼ ଦେଖାଯାଆନ୍ତି ଏହି ପକ୍ଷୀର ଗୋଡ଼ ହଳଦିଆ ଦେଖାଯାଉଥିବା ବେଳେ ପର ମାନଙ୍କର ଅଗ କଳା ଦେଖାଯାଏ ଏହି ଜାତୀୟ ପକ୍ଷୀ ବନାଞ୍ଚଳ ସମେତ ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ ଏହି ପକ୍ଷୀ ସାନ ଜୀବଜନ୍ତୁ ସମେତ, କୀଟ ପତଙ୍ଗ, ଏଣ୍ଡୁଅ ଆଦି ଖାଇ ବଞ୍ଚନ୍ତି |
Date | |
Source | Own work |
Author | Dr Jyoti Prasad Pattnaik |
Licensing
[edit]- You are free:
- to share – to copy, distribute and transmit the work
- to remix – to adapt the work
- Under the following conditions:
- attribution – You must give appropriate credit, provide a link to the license, and indicate if changes were made. You may do so in any reasonable manner, but not in any way that suggests the licensor endorses you or your use.
- share alike – If you remix, transform, or build upon the material, you must distribute your contributions under the same or compatible license as the original.
File history
Click on a date/time to view the file as it appeared at that time.
Date/Time | Thumbnail | Dimensions | User | Comment | |
---|---|---|---|---|---|
current | 20:04, 20 October 2014 | 1,232 × 816 (165 KB) | Aahwaan (talk | contribs) | User created page with UploadWizard |
You cannot overwrite this file.
File usage on Commons
There are no pages that use this file.
Metadata
This file contains additional information such as Exif metadata which may have been added by the digital camera, scanner, or software program used to create or digitize it. If the file has been modified from its original state, some details such as the timestamp may not fully reflect those of the original file. The timestamp is only as accurate as the clock in the camera, and it may be completely wrong.
Software used | Adobe Photoshop CS5 Windows |
---|